ଏଲପିଜି ରିଫିଲ ବୁକିଂ ପାଇଁ ସାରାଦେଶରେ ଏଣିକି ଗୋଟିଏ ନମ୍ବର

ନୂଆଦିଲ୍ଲୀ – ଏଲପିଜି ରିଫିଲ ବୁକିଂ ପାଇଁ ସାରା ଦେଶ ପାଇଁ ଗୋଟିଏ ନମ୍ବର ବ୍ୟବହାର ହେବ । ଆଇଓସିଏଲ ପକ୍ଷରୁ ଜାରି ନୂଆ କମନ ଇଂଡେନ୍ ରିଫିଲ ବୁକିଂ ହେଲା – ୭୭୧୮୯୫୫୫୫୫ । ଏସଏମଏସ ଓ ଆଇଭିଆରଏସ ମାଧ୍ୟମରେ ବି ବୁକିଂ କରିହେବ । ବର୍ତମାନ କାର୍ଯ୍ୟକ୍ଷମ କରୁଥିବା ନମ୍ବର ଏହି ମାସ ୩୧ ତାରିଖରୁ ବନ୍ଦ ହୋଇଯିବ । ଇଂଡେନ୍ ଏଲପିଜି ବୁକିଂ କେବଳ ପଂଜିକୃତ ମୋବାଇଲ ନମ୍ବରରେ ହେବ ।

Comments are closed.