ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ପତ୍ନୀ କୋରୋନା ପଜିଟିଭ,ଦ୍ରୁତ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ତାଙ୍କ ପତ୍ନୀ କୋରୋନା ପଜିଟିଭ ହୋଇଛନ୍ତି । ଚିକିତ୍ସା ପାଇଁ ରାଜ୍ୟପାଳଙ୍କୁ ସମ୍ କୋଭିଡ ହସପିଟାଲରେ ଭର୍ତି କରାଯାଇଛି । ରାଜ୍ୟପାଳ ଓ ତାଙ୍କ ପତ୍ନୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Comments are closed.