ନ୍ୟୁଜରୁମ୍ : ସକାଳର ଖବର | News Room Odisha

ନ୍ୟୁଜରୁମ୍ : ସକାଳର ଖବର

୧.ଆନନ୍ଦପୁରରେ ୨୪ ମେଗାୱାଟର କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

୨.ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ ପୁରୀ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ୱ, ରାଜ୍ୟ ସରକାରଙ୍କ ଅନୁମତି

୩.ଜୀବନ ପ୍ରଦୀପ ଦାଶଙ୍କ ସୁବିଧାବାଦ ଓ କୃତଘ୍ନ ରାଜନୀତି : ଦଳ ବିରୋଧୀ ଫୋନ୍ ବାର୍ତାଳାପ ସଂପର୍କିତ ଭାଇରାଲ ଅଡିଓ ଦେଇଛି ପ୍ରମାଣ

୪.ଓଡିଶାର ଶିବକାଶୀ ଆସ୍କା ନଳବଂଟାରେ ବେଆଇନ୍ ବାଣ ନିର୍ମାଣ ୟୁନିଟ ଉପରେ ପୋଲିସର ଚଢଉ, ୭୦ ଲକ୍ଷ ଟଙ୍କାର ବାଣ ଜବତ, ୩ ଗିରଫ

୫.ସରୁ୍‌ଅ ଜମି ଦୁର୍ନୀତି ମାମଲାରେ ଆଉ ଜଣେ ନିର୍ଦ୍ଦେଶକଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କଲା କ୍ରାଇମବ୍ରାଂଚ୍

୬.ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ, ୧୦ ତାରିଖର ଗଣତିକୁ ଅପେକ୍ଷା , କିଛି ଏକଜିଟ୍ ପୋଲ୍ ଅନୁସାରେ ବିରୋଧୀ ମହାମେଂଟ-ଏନଡିଏ ମଧ୍ୟରେ କଡା ମୁକାବିଲା

୭.ଚଳିତବର୍ଷ ଇସ୍ରୋର ପ୍ରଥମ ମହାକାଶ ଅଭିଯାନ : ଭାରତର ନୂଆ ଭୂ -ପର୍ଯ୍ୟବେକ୍ଷଣ ସମେତ ୧୦ଟି ସାଟେଲାଇଟ୍ ସଫଳତାର ସହ ଉତକ୍ଷେପଣ

୮.ଜୋ ବିଡେନ୍ ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚିତ, ୧୯୯୨ ପରେ ପ୍ରଥମ ରାଷ୍ଟ୍ରପତି ଭାବେ ପଦ ବଜାୟ ରଖିବାରେ ଟ୍ରମ୍ପ ବିଫଳ