ତିର୍ତୋଲରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି

ଭୁବନେଶ୍ୱର- ତିର୍ତୋଲ ବିଧାନସଭା ଆସନରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛନ୍ତି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ । ୧୭ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ୫୭ ହଜାର ୬୩୭ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୧ ହଜାର ୧୧୭ଟି ଭୋଟ୍ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୧୪ ହଜାର ୬୯୩ ଭୋଟ୍ । ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ , ବିଜେପି ପ୍ରାର୍ଥୀଙ୍କଠାରୁ ୨୬ ହଜାର ୫୨୦ ଭୋଟରେ ଆଗୁଆ ରହିଛନ୍ତି ।

 

Comments are closed.