ଉପନିର୍ବାଚନ ଗଣତି : ଦ୍ବାଦଶ ରାଉଣ୍ତ ସୁଧା ବାଲେଶ୍ୱର ସଦରରେ ବିଜେଡି ଆଗୁଆ ୬୩୦୮ ଭୋଟରେ ଆଗୁଆ

ବାଲେଶ୍ବର: ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି ।  ୧୨ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ୬୩୦୮ ଭୋଟରେ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୪୪ ହଜାର ୫୧୦ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୮ ହଜାର ୨୦୨ ଓ କଂଗ୍ରେସ ପ୍ରାର୍ଥୀ ୩ ହଜାର ୧୨୦ ଭୋଟ୍  ପାଇଛନ୍ତି ।

Comments are closed.