ଉପନିର୍ବାଚନ ଗଣତି : ୧୯ତମ ରାଉଣ୍ତ ସୁଧା ବାଲେଶ୍ୱର ସଦରରେ ବିଜେଡି ୭୩୬୪ ଭୋଟରେ ଆଗୁଆ

ବାଲେଶ୍ବର: ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ୧୯ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ୭୩୬୪ ଭୋଟରେ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୬୩ ହଜାର ୭୩୩ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫୬ ହଜାର ୩୬୯ ଓ କଂଗ୍ରେସ ପ୍ରାର୍ଥୀ ୪ ହଜାର ୨୭ ଭୋଟ୍  ପାଇଛନ୍ତି ।

 

Comments are closed.