ଦୁଇ ଆମେରିକୀୟ ମହିଳା ବିଜ୍ଞାନୀଙ୍କୁ ମିଳିବ ୨୦୨୦ର ରସାୟନ ବିଜ୍ଞାନ ନୋବେଲ୍

‌ଷ୍ଟକହୋମ- ଦୁଇ ମହିଳା ବିଜ୍ଞାନୀଙ୍କୁ ମିଳିବ ଚଳିତବର୍ଷର ରସାୟନ ବିଜ୍ଞାନ ନୋବେଲ୍ । ଆମେରିକାର ଜେନିଫର ଏ.ଡୌଡନା, ଫ୍ରାନ୍ସର ଇମାନୁଏଲ ଚାର୍ପେଂଟିୟରଙ୍କୁ ରସାୟନ ବିଜ୍ଞାନ ନୋବେଲ ପାଇଁ ମନୋନୀତ କରାଯାଇଛି । ଜୀନିୟ ସଂପାଦନା ବା ଜିନୋମ ଏଡିଟିଂ ପଦ୍ଧତିର ବିକାଶ ପାଇଁ ଦୁଇ ଜଣଙ୍କୁ ନୋବେଲ ସମ୍ମାନ ମିଳିବ । ଏହି ପଦ୍ଧତିରେ ଡିଏନଏ ଅଣୁର ସ୍ଥିତି ବଦଳାଇ ଜୀବନ ପ୍ରକ୍ରିୟାକୁ ବଦଳାଇ ହେବ ।

Comments are closed.