ଫେସବୁକ୍ କୋଭିଡଆଲର୍ଟ ଟୁଲ୍ ପ୍ରୟୋଗ କରି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ

ଭୁବନେଶ୍ୱର- ସୋସିଆଲ ମିଡିଆ ଫେସବୁକ୍ ଜରିଆରେ କୋଭିଡ-୧୯ ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ।।ଧାରଣ ଜନତାଙ୍କୁ ଅବଗତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଫେସବୁକ୍‌ର ‘କୋଭିଡ ଆଲର୍ଟ’ଏନାଉନ୍ସମେଂଟ୍ ଟୁଲ୍‌ର ସହାୟତା ନେଉଛନ୍ତି ।

ଫେସବୁକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପେଜ୍ ମାଧ୍ୟମରେ ଜନତାଙ୍କୁ କୋଭିଡ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଯାଉଛି । ଇ ଆଣ୍ଡ୍ ଆଇଟି ବିଭାଗରେ ଉଦ୍ୟମରେ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ।

Comments are closed.