ଗତିପଥ ବଦଳାଇଲା ୟାଶ୍ : ଏସଆରସି କହିଲେ, ବାଲେଶ୍ୱର ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ

ଭୁବନେଶ୍ୱର- ବାତ୍ୟା ୟାଶ୍ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ସାଜିବ । ଏସଆରସି ପ୍ରଦୀପ ଜେନା ଏହି ସଦ୍ୟତମ ସୂଚନା ଦେଇଛନ୍ତି । ବାତ୍ୟା ଗତିପଥ ବଦଳାଇଛି । ଧାମରାରୁ ଭିତରକନିକା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ମୁକାବିଲା ପାଇଁ ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡରେ ପ୍ରଶାସନର ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ସୂଚନା ଦେଇଛନ୍ତି ଏସଆରସି ।

Comments are closed.