ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍‌, କାଲି ଭୋରରୁ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ୱର- ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍ । ଆସନ୍ତାକାଲି ଭୋର୍ ସମୟରେ ଧାମରା ବନ୍ଦରର ନିକଟତର ହେବ ବାତ୍ୟା । ଆସନ୍ତାକାଲି ଭୋରରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିପାରେ ୟାଶ୍ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପବନର ବେଗ ସର୍ବାଧିକ ରହିପାରେ ।

Comments are closed.