ବାତ୍ୟା ମୁକାବିଲାରେ ଅବଦାନ ପାଇଁ ଓଡିଶା ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର-ବାତ୍ୟା ୟାଶ୍ ପୂର୍ବ ଓ ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ସହାୟତାରେ ଅବିଶ୍ରାନ୍ତ ଭାବେ ଲାଗିଥିବାରୁ ଓଡିଶା ପୋଲିସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବ, ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସ୍ୱାଭାବିକ ପରିସ୍ଥିତି ଯଥାଶୀଘ୍ର ଫେରାଇ ଆଣିବାରେ ଓଡିଶା ପୋଲିସର କାର୍ଯ୍ୟ ବେଶ୍ ପ୍ରଶଂସାଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.