ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମର ଜିଲ୍ଲା ପରିଚାଳକ

ସୁନ୍ଦରଗଡ- ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ-ଟିଡିସିସିର ଜିଲ୍ଲା ପରିଚାଳକ ଜୟ ପ୍ରକାଶ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛି । ଆଜି ସକାଳେ ଜୟପ୍ରକାଶଙ୍କୁ ଧରିଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ୱରେ ଏକ ଟିମ୍ ଜୟପ୍ରକାଶଙ୍କ ପିଛା କରି ମସ୍ନିକାନି ଟୋଲ୍ ପ୍ଲାଜାରେ ଅଟକାଇଥିଲା । ଯାଂଚ କଲା ପରେ ତାଙ୍କ ଗାଡିରୁ ନଗତ ୧୯ ଲକ୍ଷରୁ ଅଧିକ ଟଙ୍କା ଥିଲା । ତାଙ୍କୁ ପଚରାଉଚରା ଜାରି ରହିଛି ।

Comments are closed.