୪ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟ ସରକାର ୪ ଜଣ ଓଏଏସ ଅଧିକାରୀଙ୍କ ବଦଳି କରିଛନ୍ତି । ମାୟାଧର ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଉପ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବାଙ୍କୀରେ ଅତିରିକ୍ତ ଉପଜିଲ୍ଲାପାଳ ଥିଲେ ମାୟାଧର । ଶୈଳେନ୍ଦ୍ର ଦ୍ୱିବେଦୀ,ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ଢେଙ୍କାନାଳ ଏଡିଏମ ସୌଦାମିନୀ ସେଠୀ ଅବକାରୀ ଯୁଗ୍ମ ସଚିବ ହୋଇଛନ୍ତି । ସାଇଦତ ବିପ୍ଲବ କେଶରୀ ପ୍ରଧାନ ଢେଙ୍କାନାଳର ଏଡିଏମ ହୋଇଛନ୍ତି ।

Comments are closed.