ଭୁବନେଶ୍ୱର- ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଜାଗ୍ରତ ଓ ମୁକ୍ତ ପ୍ରେସ ସୁସ୍ଥ ଗଣତନ୍ତ୍ର ସଚେତନ ସମାଜ ପାଇଁ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତାରେ କହିଛନ୍ତି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମୁକ୍ତ, ଅବାଧ ଓ ସ୍ୱାଧୀନ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Warm greetings to journalists and media persons on #NationalPressDay. A vigilant and free press is the key to an informed society and vibrant democracy. Let us pledge to make the fourth pillar free, fair and independent to speak the truth. pic.twitter.com/jnvmZSpg7m
— Naveen Patnaik (@Naveen_Odisha) November 16, 2020
Comments are closed.