ଟାଟା କଂପାନି ଠକେଇ ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର- ଟାଟା କଂପାନିରେ ଚାକିରି ଦେବା ନାଁରେ ଠକେଇ ନେଇ ଗଞ୍ଜାମ ଗୋଳନ୍ଥରା ଥାନାରେ ରୁଜୁ ଏକ ମାମଲାରେ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି । ଅଭୟକାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତେବେ, ଗୋଳନ୍ଥରା ମାମଲାରେ ଦାୟର ଆଉ ଏକ ମାମଲାରେ ତାଙ୍କୁ ଜାମିନ ମିଳିନାହିଁ । ତେଣୁ ସେ ଜେଲରେ ହିଁ ରହିବେ ।

Comments are closed.