ଓଟିଡିସିର ନିଆରା ଉପକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ଓଡିଶାର ଗଣପର୍ବ ରଜ ଉପଲକ୍ଷେ ଓଡିଶା ପର୍ଯ୍ୟଟନ ନିଗମ –ଓଟିଡିସି ଏବଂ ମିଶନ ଶକ୍ତି ମାଆମାନଙ୍କ ସହଯୋଗରେ ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଆରା ଉପକ୍ରମ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କୋଭିଡ ନିୟମ ମାନି ଘରେ ରହି ରଜ ପର୍ବ ପାଳନ କରିବାକୁ କହିଛନ୍ତି ।

Comments are closed.