ରାଜ୍ୟରେ ତିନିଟି ଜିଲ୍ଲାରେ ହେବ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ

ଭୁବନେଶ୍ୱର- ରାଜ୍ୟର ତିନିଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ ହେବ । ଗଞ୍ଜାମ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ହେବ ସେରୋସର୍ଭେ । ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ସର୍ଭେ ସାରିବାକୁ ସଂପୃକ୍ତ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିିରିକ୍ତ ଏସିଏସ ପ୍ରଦୀପ୍ତ ମହାପାତ୍ର ।

ଆଇସିଏମଆର ଦେଶର କିଛି ଜିଲ୍ଲାରେ ସେରୋସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲା । ସେହି ଅନୁସାରେ ସର୍ଭେ କରାଯିବ ।

Comments are closed.