ବିନାଭକ୍ତରେ ସ୍ନାନ ଯାତ୍ରା, କାଲିଠାରୁ ପୁରୀରେ ୧୪୪ ଧାରା

ପୁରୀ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ଆସନ୍ତାକାଲି ସହରରେ ୧୪୪ ଧାରା ଜାରି ହେବ । ଏଥର ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ଭିଡ ଯେମିତିନ ହେବ, ସେଥିପାଇଁ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି କରାହେବ । ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । ସ୍ନାନ ଯାତ୍ରା ପାଇଁ କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ମିଳିବ ।

Comments are closed.