ଆୟେଶା ସୁଲତାନାଙ୍କୁ ମିଳିଲା ଆଗୁଆ ଜାମିନ

ଥିରୁଅନନ୍ତପୁରମ:ଦେଶଦ୍ରୋହ ମାମଲାରେ ଶୁକ୍ରବାର କେରଳ ହାଇକୋର୍ଟ ଲକ୍ଷଦ୍ବୀପର ଅଭିନେତା-ମଡେଲ ଆୟେଶା ସୁଲତାନାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ଏକ ଟିଭି ବିତର୍କ ସମୟରେ ଲକ୍ଷଦ୍ବୀପରେ କୋଭିଡ୍ -୧୯ ବିସ୍ତାର ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ବିଜେପି ନେତାଙ୍କ ଅଭିଯୋଗ ପରେ ଲକ୍ଷଦ୍ବୀପସ୍ଥିତ କଭାରତୀ ପୋଲିସ ଆୟେଶାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା।

Comments are closed.