ଭୁବନେଶ୍ୱର ଏମ୍ସ ଓପିଡି ଆଜି ଖୋଲିଲା, ସୀମିତ ରୋଗୀଙ୍କୁ ହିଁ ଚିକିତ୍ସା

ଭୁବନେଶ୍ୱର- ଆଜିଠାରୁ ଖୋଲିଛି ଭୁବନେଶ୍ୱର ଏମସ୍ ଓପିଡି । କୋରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଏହି ବିଭାଗ ବନ୍ଦ ଥିଲା । ଓପିଡି ଖୋଲିଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ରୋଗୀଙ୍କୁ ଚିକିତ୍ସା ପାଇଁ ଅନୁମତି ମିଳିବ ନାହିଁ । ପ୍ରତି ବିଭାଗ ବର୍ହିବିଭାଗରେ ଦୈନିକ ୪୦ରୁ ୫୦ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.