ଆଉ ନାହାନ୍ତି ‘ଟ୍ରାଜେଡି କିଙ୍ଗ୍‌’

ମୁମ୍ବାଇ- ଟ୍ରାଜେଡି କିଙ୍ଗ୍ ଭାବେ ପରିଚିତ କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାରତୀୟ ସିନେମାର ଏହି ମହାନ ଅଭିନେତା । ମୁମ୍ବାଇର ହିନ୍ଦୁଜା ହସପିଟାଲରେ ସେ ଛାତିରୋଗରେ ପୀଡିତ ଥାଇ ଚିକିତ୍ସାଧୀନ ଥିଲେ । ଦିଲୀପ କୁମାରଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.