ଭୁବନେଶ୍ୱର- କୋଭିଡ ଯୋଗୁଁ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ଆଜି ମନରେଗା ଶ୍ରମିକଙ୍କ କଲ୍ୟାଣ ପାଇଁ ୩୫୨ କୋଟିର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ମନରେଗା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।
କୋଭିଡ ସମୟରେ ମନରେଗା ଶ୍ରମିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ₹୩୫୨ କୋଟିର ସ୍ୱତନ୍ତ୍ର #COVID19 ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହେଉଛି। #OdishaCares pic.twitter.com/O2msVZBEth
— CMO Odisha (@CMO_Odisha) July 9, 2021
Comments are closed.