ଭୁବନେଶ୍ୱର- ନିର୍ମାଣ ଶ୍ରମିକମାନଙ୍କ ପାଇଁ ଘୋଷିତ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନର ଆଜି ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକମାନଙ୍କ ପାଇଁ ୩୮୫ କୋଟି ଟଙ୍କାର କୋଭିଡ ସହାୟତା ନେଇ ପୂର୍ବରୁ ଘୋଷଣା କରିଥିଲେ । ଆଜି ସଂଧ୍ୟାରେ ସେମାନଙ୍କୁ ସହାୟତା ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ₹୩୮୫ କୋଟିର ସ୍ୱତନ୍ତ୍ର #COVID19 ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟାରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି। #OdishaCares pic.twitter.com/ohCM1gMRvM
— CMO Odisha (@CMO_Odisha) July 15, 2021
Comments are closed.