କୋଭିଡ କ୍ଷତିଗ୍ରସ୍ତ ବସ ମାଲିକମାନଙ୍କୁ ଆଶ୍ୱସ୍ତି, ଜୁଲାଇ ମାସର ମୋଟର ଯାନ ଟିକସ ଛାଡ କଲେ ରାଜ୍ୟ ସରକାର | News Room Odisha

କୋଭିଡ କ୍ଷତିଗ୍ରସ୍ତ ବସ ମାଲିକମାନଙ୍କୁ ଆଶ୍ୱସ୍ତି, ଜୁଲାଇ ମାସର ମୋଟର ଯାନ ଟିକସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- କୋଭିଡ ଯୋଗୁଁ କ୍ଷତିଗ୍ରସ୍ତ ବସ ମାଲିକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ମାସର ମୋଟର ଯାନ ଟିକସ ଛାଡ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ବସ୍ ଉପରୁ ୩ ମାସ ପାଇଂ ଟିକିସ ଛାଡ କରିଥିଲେ ରାଜ୍ୟ ସରକାର । ଏପ୍ରିଲ, ମେ, ଜୁନ୍ ମାସର ଟିକସ ଛାଡ କରାଯାଇଥିଲା । ଶିକ୍ଷାନୁଷ୍ଠାନ ବସ୍ ଉପରୁ ମଧ୍ୟ ଟିକସ ଛାଡ କରାଯାଇଛି ।