ମହାବାହୁଙ୍କ ଭକ୍ତି ରସରେ ସିକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ଗତକାଲି ଭାବାବେଗ ପରିବେଶ ଦେଖିବାକୁ ମିଳିଥିଲା । ରଥଟଣା ଚାଲିଥିବା ବେଳେ ପ୍ରବଳ ବର୍ଷାରେ ସେବାୟତଙ୍କ ସହିତ ଓଦା ହୋଇ ମହାପ୍ରଭୁଙ୍କ ଭକ୍ତି ରସରେ ମଜି ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ପ୍ରବଳ ବର୍ଷାରେ ସେବାୟତଙ୍କ ସହ ସେ ବଡଦାଣ୍ଡରେ ମହାପ୍ରଭୁଙ୍କ ନାମ ଗାଇ ଚାଲିଥିଲେ ।

Comments are closed.