ଭୁବନେଶ୍ୱରରେ ସାପ୍ତାହିକ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ

ଭୁବନେଶ୍ୱର – ଆଜିଠାରୁ ଭୁବନେଶ୍ୱରରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ପ୍ରତି ଶନିବାର ବୈଦ୍ୟୁତିକ ଆବର୍ଜନା ସଂଗ୍ରହ କରାଯିବ । ମହାନଗର ନିଗମର ୬୭ଟି ଯାକ ୱାର୍ଡରେ ଟାଲିବ ଅଭିଯାନ । ଅବ୍ୟବହୃତ ବୈଦ୍ୟୁତିକ ସାମଗ୍ରୀକୁ ରିସାଇକ୍ଲିଂ କରାଯାଇ ବ୍ୟବହାର କରାଯିବ ।

Comments are closed.