ଚାକିରୀରୁ ନିଲମ୍ବିତ ହେଲେ କୋରାପୁଟ ନନ୍ଦପୁରର ଲାଂଚୁଆ ସିଡିପିଓ

ଜୟପୁର- ଏକ ଏସଏଚଜି ଗ୍ରୁପଠାରୁ ଲାଂଚ ନେଇଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ କୋରାପୁଟ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏସଏଚଜି ଗ୍ରୁପଠାରୁ ଦେଢ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ସ୍ନଗ୍ଧାରାଣୀ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଥିଲେ ।

Comments are closed.