ପିପିଲିରେ 78.24 ପ୍ରତିଶତ ମତଦାନ

ପିପିଲି – ପିପିଲି ବିଧାନସଭା ଆସନ ଉପନିର୍ବାଚନରେ ମତଦାନ ପ୍ରତିଶତ 78.24 ପ୍ରତିଶତ ରହିଛି । ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ରହିଛି । ଇଭିଏମରେ ସିଲ୍ ହୋଇଛି 10 ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ । ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ଆସନ୍ତା 3 ତାରିଖରେ ହେବ ଭୋଟ ଗଣତି । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ଆସନ ଖାଲି ପଡିଥିଲା ।

Comments are closed.