ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

ଭୁବନେଶ୍ୱର- ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ରାଜଧାନୀର ଗାନ୍ଧିମାର୍ଗରେ ଆୟୋଜିତ ହୋଇଛି । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମ୍ମାନିଥି ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗାନ୍ଧିମାର୍ଗରେ ଆୟୋଡିତ ପରେଡ୍ କମାଣ୍ଡାଂଟ୍ କରିଥିଲେ ଯୁବ ଆଇପିଏସ ରୋହିତ ବର୍ମା । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ପରେଡରେ ୧୦ଟି କଂଟିଜେଂଟ୍ ଭାଗ ନେଇଥିଲେ । ପ୍ରଥମଥର ପାଇଁ ବିଏସଏଫ ଏହି ପରେଡରେ ଭାଗ ନେଇଥିଲା । ପରେଡରେ କୌଣସି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇ ନ ଥିଲେ ।

Comments are closed.