ଗୀତା ମାହାତ୍ମ୍ୟ: ଦ୍ରବ୍ୟଯଜ୍ଞ ସ୍ତପୋଯଜ୍ଞ ଯୋଗଯଜ୍ଞାସ୍ଥଥାପରେ। ସ୍ୱାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଜତୟଃ ସଂଶୀତବ୍ରତା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଦ୍ରବ୍ୟଯଜ୍ଞ ସ୍ତପୋଯଜ୍ଞ ଯୋଗଯଜ୍ଞାସ୍ଥଥାପରେ।
ସ୍ୱାଧ୍ୟାୟଜ୍ଞାନଯଜ୍ଞାଶ୍ଚ ଜତୟଃ ସଂଶୀତବ୍ରତା।।

ହେ ଅର୍ଜ୍ଜୁନ ! କେତେକ ପୁରୁଷ ଦ୍ରବ୍ୟ ସମ୍ବନ୍ଧୀ ଯଜ୍ଞ କରନ୍ତି, କେତେକ ତପସ୍ୟା ରୂପକ ଯଜ୍ଞ କରନ୍ତି ତଥା ଆଉ କେତେକ ଯୋଗ ରୂପକ ଯଜ୍ଞ କରନ୍ତି, ପୁଣି ଆଉ କେତେକ ଅହିଂସାଦି ତୀକ୍ଷ୍ଣ ବ୍ରତରେ ଯୁକ୍ତ ପ୍ରଯତ୍ନଶୀଳ ପୁରୁଷ ସ୍ୱାଧ୍ୟାୟ ରୂପକ ଜ୍ଞାନ ଯଜ୍ଞ କରନ୍ତି।

( ଗୀତା ୪ର୍ଥ ଅ। ୨୮ଶ ଶ୍ଲୋକ )

Comments are closed.