Odia

ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି: ୨୬ ସହରରେ ତାପମାତ୍ରା ୪୦ରୁ ଅଧିକ, ବୋୖଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର - ରାଜ୍ୟରେ ଆଜି ଦିନ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ୭ ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ୨୬ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ବୌଦ୍ଧ । ଏଠାରେ ଆଜିର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୪୪ ଡିଗ୍ରୀ ସହ…
Read More...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା

ରାଞ୍ଚି - ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା - ଜେଏମଏମ ପକ୍ଷରୁ ଓଡିଶାରେ ଗୋଟିଏ ଲୋକସଭା ଓ ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ…
Read More...

ଲୋକସଭା ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି…

ନୂଆଦିଲ୍ଲୀ: ଦିଲ୍ଲୀରେ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ…
Read More...

ଗଞ୍ଜାମରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: ଭଞ୍ଜନଗର, ବୁଗୁଡ଼ା ଓ…

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡିର ଷ୍ଟାର୍ କ୍ୟାମ୍ପେନର୍ କାର୍ତ୍ତିକ ପାଣ୍ଡିଆନ। ହିଞ୍ଜିଳିକାଟୁ ଓ…
Read More...

ଏଚଡି ରେଭାନ୍ନା ଓ ପ୍ରଜ୍ବଳଙ୍କ ବିରୋଧରେ ଅପହରଣର ନୂଆ ମାମଲା

ମହୀଶୂର: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନା ଓ ତାଙ୍କ ସାଂସଦ ପୁଅ ପ୍ରଜ୍ବଳ ରେଭାନ୍ନାଙ୍କ ବିରୋଧରେ ଅପହରଣ ନେଇ ନୂଆ ମାମଲା ରୁଜୁ ହୋଇଛି। ଗୁରୁବାର ରାତିରେ ଏହି ମାମଲା ପଞ୍ଜିକୃତ…
Read More...

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ତାରକା…

ଭୁବନେଶ୍ୱର - ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି ବିଜେଡି । ଏଥିରେ ୪୦ ଜଣଙ୍କ ନାଁ ରହିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ…
Read More...

ଜିଏସଟି ଆଇନ ଅଧୀନରେ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ…

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପ୍ରାବଧାନ ଅଧୀନରେ ଜାରି କରାଯାଉଥିବା ନୋଟିସ୍ ଓ ଗିରଫଦାରୀ ସମ୍ପର୍କରେ ତଥ୍ୟ ଦାଖଲ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତିି। ଏହା ସହିତ…
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ…

ଭୁବନେଶ୍ୱର - ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଝାରସୁଗୁଡ଼ା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବାବେଳେ…
Read More...

ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ କଲେ ଝାଡ଼ଖଣ୍ଡ…

ରାଞ୍ଚି: ଇଡି ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାୟର କରିଥିବା ଆବେଦନକୁ ଝାଡ଼ଖଣ୍ଡ ହାଇକୋର୍ଟ ଖାରଜ କରିଦେଇଛନ୍ତି ଓ ତାଙ୍କୁ ଜାମିନ ପ୍ରଦାନ…
Read More...

ଗ୍ରୀଷ୍ମ ତାତି : ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ଉତ୍ତପ୍ତ…

ଭୁବନେଶ୍ୱର -ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା…
Read More...

ରାଏବରେଲି ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ରାଏବରେଲି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଉତ୍ତର ପ୍ରଦେଶର ରାଏବରେଲି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଏବରେଲି ଗତ ଦୁଇ ଦଶନ୍ଧି ଧରି ତାଙ୍କ ମାଆ ସୋନିଆ…
Read More...

ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର - ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନ୍ତୋଷ ଖଟୁଆଙ୍କୁ ନୀଳଗିରି ଆସନରେ ପ୍ରାର୍ଥୀ କରିଛି ବିଜେପି। ସୂଚନାଯୋଗ୍ୟ ଯେ, ସନ୍ତୋଷ ଖଟୁଆ ଗତକାଲି ବିଜେଡିରୁ…
Read More...

ଶଙ୍ଖ ଫୁଙ୍କିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ

ଭୁବନେଶ୍ୱର - ବିଜେଡିରେ ଯୋଗ ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ସାମଲ । ବିଜେପି ଛାଡିବାର ମାତ୍ର କିଛି ଘଣ୍ଟା ପରେ ଶଙ୍ଖ ଧରିଛନ୍ତି ଜିନା । ଶଙ୍ଖ ଭବନରେ ରାଜ୍ୟସଭା ସଦସ୍ୟ ଡକ୍ଟର…
Read More...

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ…

ଭୁବନେଶ୍ୱର - ଓଡିଶାରେ ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିନ । ଆସନ୍ତାକାଲି ନାମାଙ୍କନ ପତ୍ରର ଯାଞ୍ଚ କରାଯିବ…
Read More...

‘କୋଭିସିଲ୍ଡ’ ବିବାଦ ମଧ୍ୟରେ ଭାରତ ବାୟୋଟେକର ଦାବି,…

ନୂଆଦିଲ୍ଲୀ: ଭାରତୀୟ ଫାର୍ମା କମ୍ପାନୀ 'ଭାରତ ବାୟୋଟେକ୍' ଏହାର କରୋନା ଟିକା କୋଭାକ୍ସିନ୍ ନିରାପଦ ବୋଲି ଦାବି କରିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ | କୋଭିସିଲ୍ଡ ଟିକାର…
Read More...