ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତୁହ୍ମ ପୁନି ରାମ ରାମ ଦିନ ରାତୀ ।
ସାଦର ଜପହୁ ଅନଁଗ ଆରାତୀ ।
ରାମୁ ସୋ ଅବଧ ନୃପତି ସୁତ ସୋଈ ।
କୀ ଅଜ ଅଗୁନ ଅଲଖଗତି କୋଈ ॥

ଭାବାର୍ଥ :- ପାର୍ବତୀ ଦେବୀ ପୁଣି କହିଲେ, ହେ କାମ ଦେବଙ୍କ ଶତ୍ରୁ ! ଆପଣ ମଧ୍ୟ ଦିନ ରାତି ଆଦର ପୁର୍ବକ ଯେଉଁ ରାମ ନାମ ଜପ କରୁଛନ୍ତି, ଇଏ ସେଇ ଅଯୋଧ୍ୟା ର ରାଜପୁତ୍ର ଶ୍ରୀରାମ କି ? ନା ଆଉ କେଉଁ ନିର୍ଗୁଣ ଅଗୋଚର ରାମ ଅଛନ୍ତି ?? ॥

Comments are closed.