ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ 

ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ

*- ଆଗ୍ନେୟ କୋଣରେ ଘର କରନ୍ତୁ ନାହିଁ କିମ୍ବା ଘରର ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ ।

*- ଘରର ସମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ, କିମ୍ବା ଘର ସାମ୍ନାରେ କଣ୍ଟା ଗଛ ରଖନ୍ତୁ ନାହିଁ ।

*- ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ କିମ୍ବା ଝାଡୁ କୁ ସମସ୍ତ ଙ୍କ ଆଖି ଦୃଶିଆ ସ୍ଥାନରେ ରଖନ୍ତୁ ନାହିଁ ।

*- ଗୁରୁବାର ଓ ଶନିବାର ଦିନ ଘରର କୌଣସି ସାମଗ୍ରୀ କୁ ଭୁଲରେ ସୁଦ୍ଧା ବିକ୍ରି କରନ୍ତୁ ନାହିଁ । ନଚେତ ମାତା ଲଷ୍ମୀ ଘରୁ ବାହାରି ଯିବେ ।

*- ଯାନବାହନ ଜନିତ କୌଣସି ଦ୍ରବ୍ୟ କିମ୍ବା କୌଣସି ଲୁହା ଜିନିଷ ମଙ୍ଗଳବାର ଦିନ ବିକ୍ରି କରନ୍ତୁ ନାହିଁ । ଜମି ଆଦି ଗୁରୁବାର ଦିନ ବିକ୍ରି କରନ୍ତୁ ନାହିଁ ।

*- ଘର ଝାଡୁ ମାରି ସାରି ତାକୁ ଲୁଚାଇ ରଖନ୍ତୁ ।

*- ଘରର ଦକ୍ଷିଣ ଦିଗରେ ତୁଳସୀ ଚଉରା କରନ୍ତୁ ।ବାହାରକୁ କୌଣସି କାର୍ଯ୍ୟ ରେ ଗଲାବେଳେ ତୁଳସୀ ଚଉରା ମୂଳ ମାଟି କୁ ମୁଣ୍ଡରେ ଲଗାଇ ଯାଆନ୍ତୁ ।

*- ଛୋଟ ପିତ୍ତଳ ଢାଳ ରେ ଖୁଚୁରା ପଇସା ପୂର୍ଣ୍ଣ କରି ଘରର ପଶ୍ଚିମ ଦିଗରେ ରଖି ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ।

Comments are closed.