ଅପରାଧ ନିୟନ୍ତ୍ରଣ ପାଇଁ ରାଜଧାନୀରେ ବିଭିନ୍ନ ହୋଟେଲରେ ଚେକିଂ

ଭୁବନେଶ୍ୱର-ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ବର ହୋଟେଲ ଗୁଡ଼ିକରେ କଡାକଡି ହୋଇଛି ଚେକିଂ ‌। ଗତ ରାତିରେ ରାଜଧାନୀର ୫୮ଟି ହୋଟେଲକୁ ଯାଞ୍ଚ କରିଛି କମିସନରେଟ ପୋଲିସ ।

ମାଷ୍ଟରକ୍ୟାଣ୍ଟିନ୍‌ରେ ୧୪, ରାଜମହଲ ନିକଟରେ ୨୭ଟି ହୋଟେଲରେ ଚେକିଂ ହୋଇଛି । ବୁଧେଶ୍ବରୀରେ ୭ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ୧୦ଟି ହୋଟେଲରେ ଯାଞ୍ଚ କରାଯାଇଛି ।

Comments are closed.