ପାଠକ ବାପ-ପୁଅ ଆୟ ବହିର୍ଭୂତ ସଂପତି ଠୁଳ ମାମଲାର ତଦନ୍ତ ପାଇଁ ବ୍ରହ୍ମପୁରରେ ପୁଣି ଭିଜିଲାନ୍ସ ଟିମ୍

ବ୍ରହ୍ମପୁର- ପାଠକ ବାପ-ପୁଅଙ୍କ ଆୟ ବହିର୍ଭୂତ ସଂପତି ଠୁଳ ମାମଲାର ତଦନ୍ତ ପାଇଁ ପୁଣି ଥରେ ବ୍ରହ୍ମପୁରରେ ପହଂଚିଛି ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ସେଲ ଡିଏସପି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ମାମଲାର ତଦନ୍ତ କରାଯିବ । କିିଛିଦିନ ତଳେ ବ୍ରହ୍ମପୁରରେ ତଦନ୍ତ କରି ଫେରିଥିଲା ଟିମ୍ । ୫ ଦିନ ଧରି ଖୋଳତାଡ କରିଥିଲା ଟିମ୍ ।

ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ ବୋରିଗାଁ ସରପଂଚ ବସନ୍ତ ସାହୁଙ୍କ ସମେତ ମୋଟ ୮ ଜଣଙ୍କୁ ଜେରା କରିଥିଲା ଟିମ୍ ।

Comments are closed.