ଇନ୍ଧନ ଉପରେ କୃଷି ସେସ୍‌, ମହଙ୍ଗା ହେବ ପେଟ୍ରୋଲ,ଡିଜେଲ

ନୂଆଦିଲ୍ଲୀ- ପେଟ୍ରୋଲ,ଡିଜେଲ ଦର ଆହୁରି ମହଙ୍ଗା ହେବ । କାରଣ ବଜେଟରେ କେନ୍ଦ୍ର ସରକାର ଇନ୍ଧନ ଉପରେ କୃଷି ସେସ୍ ଲାଗୁ କରିଛନ୍ତି । ଫଳରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୪ ଟଙ୍କା ମହଙ୍ଗା ହେବ ।

Comments are closed.