ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର- ଶ୍ରୀମନ୍ଦିର ସେବାୟତଙ୍କ ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କୁ କୋଭିଡ ଟିକା ପ୍ରଦାନ ଆରମ୍ଭ ହୋଇଛି । ପ୍ରାୟ ୩୦୦ ସେବାୟତଙ୍କୁ ଟିକା ଦିଆଯିବ । ଆଡି ସକାଳ ୧୦ଟାରୁ ଟିକାକରଣ ଆରମ୍ଭ ହୋଇଛି ।

Comments are closed.