ନ୍ୟୁଜରୁମ୍ ଓଡିଶା: ସକାଳର ଖବର

କୋଭିଡ ମୁକାବିଲାରେ ସାମାଜିକ ଭୂମିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ, ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟିତ

ହୀରାକୁଦରେ କେଜ୍ କଲଚର୍ ଫିସିଂ ନେଇ ସମୀକ୍ଷା, ମତ୍ସ୍ୟଜୀବୀଙ୍କ ପାଇଁ ଖୁବ ଶୀଘ୍ର ସିଏଫସି ପ୍ରତିଷ୍ଠା ହେବ

ମ୍ୟାଟ୍ରିକ ମୂଲ୍ୟାୟନ ନେଇ ଅସନ୍ତୋଷ ପରେ ସ୍ପଷ୍ଟୀକରଣ ରଖିଲା ବୋର୍ଡ, ଜୁଲାଇରେ ହେବ ଅଫଲାଇନ ଇଂପ୍ରୁଭମେଂଟ ପରୀକ୍ଷା

ଏମସିଏଲ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ, ବିନା ନିଯୁକ୍ତି ଓ କ୍ଷତିପୂରଣରେ ଜମି ଅଧିଗ୍ରହଣକୁ ବରଦାସ୍ତ କରାଯିବ ନାହିଁ: କିଶୋର

ନିରବି ଗଲା ରେଡିଓର ଗୁରୁଗମ୍ଭୀର ସ୍ବର, ଚାଲିଗଲେ ଚର୍ଚ୍ଚିତ ଖବର ପାଠକ ଉପେନ୍ଦ୍ର ପାହାଡସିଂ

ରେଡ୍ ଜୋନ୍ ରେ କୋଭିଡ ନିୟମ କଡାକଡି ଏବଂ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଏମ୍ସ ଅଧ୍ୟୟନରେ ଖୁଲାସା: ବୟସ୍କଙ୍କ ଅପେକ୍ଷା କରୋନାରେ ୫୦ ବର୍ଷରୁ କମ୍ ଲୋକଙ୍କ ମୃତ୍ୟୁସଂଖ୍ୟା ଅଧିକ

ଜୁଲାଇ ୧୯ରୁ ଆରମ୍ଭ ହୋଇପାରେ ସଂସଦର ମୌସୁମୀ ଅଧିବେଶନ

ମଡେର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଲେ ଭାରତୀୟ ଔଷଧ ନିୟନ୍ତ୍ରକ

ଚାରିଧାମ ଯାତ୍ରା ସ୍ଥଗିତ ରଖିଲେ ଉତ୍ତରାଖଣ୍ଡ ସରକାର

ସ୍ପଷ୍ଟ କଲା ଆଇସିସି, ୟୁଏଇ ଓ ଓମାନରେ ହେବ ଟି୨୦ ବିଶ୍ୱକପ, ଅକ୍ଟୋବର ୧୭ରୁ ହେବ ଆରମ୍ଭ

Comments are closed.