ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ତିମି ସୁଖ ସଂପତି ବିନହିଂ ବୋଲାଏଁ ।
ଧରମସୀଲ ପହିଂ ଜାହିଂ ସୁଭାଏଁ ॥
ତୁହ୍ମ ଗୁର ବିପ୍ର ଧେନୁ ସୁର ସେବୀ ।
ତସି ପୁନୀତ କୌଶଲ୍ୟା ଦେବୀ ॥

ଭାବାର୍ଥ :- ସମୁଦ୍ରରେ ସ୍ବତଃ ନଦୀ ଗୁଡ଼ିକ ଯାଇ ମିଶୁଥିବା ପରି ସମସ୍ତ ସୁଖ ସମ୍ପତ୍ତି ବିନା ଆବାହନରେ ସ୍ବାଭାବିକ ଧର୍ମାତ୍ମା ପୁରୁଷଙ୍କ ନିକଟରେ ପହଞ୍ଚିଥାଏ । ଗୁରୁ ଦେବ ବଶିଷ୍ଠ କହିଲେ, କୌଶଲ୍ୟା ଦେବୀ ଯେପରି ପବିତ୍ର ବିଚାର ସମ୍ପର୍ଣ୍ଣା ଗୋ ମାତା, ଗୁରୁଦେବ ଓ ବ୍ରାହ୍ମଣମାନଙ୍କ ସେବା କରନ୍ତି, ଠିକ୍ ସେହିପରି ତୁମେ ।

Comments are closed.