ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ଯତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ବ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାନ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶିକ୍ଷାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ମୌଳିକ କର୍ତ୍ତବ୍ୟ, ଅଧିକାର ବିଷୟରେ ଜାଗ୍ରତ କରିବା ସହ ଓଡ଼ିଆ ଜାତିର ସାମଗ୍ରିକ ବିକାଶ ଦିଗରେ ତାଙ୍କ ଉଦ୍ୟମ ଚିରସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.