୭୫ବର୍ଷରେ ଚନ୍ଦ୍ରଲେଖା : ଦକ୍ଷିଣର ପ୍ରଥମ ସଫଳ ‘ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ର

ଆଜିକାଲି ‘ଦକ୍ଷିଣ ଭାରତୀୟ ପାନ୍ ଇଣ୍ଡିଆ’ ଚଳଚ୍ଚିତ୍ରର ଚର୍ଚ୍ଚା ହେବାରେ ଲାଗିଛି । ଗତ କିଛି ବର୍ଷ ଧରି ତାମିଲ, ତେଲେଗୁ, କନ୍ନଡ ଓ ମାଲୟଲମ ଭାଷାର ମୁଖ୍ୟସ୍ରୋତ ଚଳଚ୍ଚିତ୍ର ବମ୍ବେ ନିର୍ମିତ ( ତଥାକଥିତ ବଲିଉଡ୍ ) ହିନ୍ଦି ଚଳଚ୍ଚିତ୍ରର ପ୍ରାଧାନ୍ୟକୁ ଚ୍ୟାଲେଞ୍ଜ କରିଆସୁଛି । ଏହା ନୁହେଁ…

ସଲିମ ଦୁରାନୀ : ଷ୍ଟାଇଲିସ କ୍ରିକେଟର, ଦର୍ଶକ ଦାବି କଲେ ମାରୁଥିଲେ ଛକା

୧୯୬୦-୭୦ ଦଶକରେ ଭାରତର ଅନେକ କ୍ରିକେଟର ନିଜର ବିଚକ୍ଷଣ ପ୍ରଦର୍ଶନ ବଳରେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । କିଛି କ୍ରିକେଟର ଏମିତି ବି ଥିଲେ, ଯେଉଁମାନଙ୍କ କ୍ୟାରିୟର ଲମ୍ବା ନଥିଲେ ମଧ୍ୟ ନିଜର ଅଦ୍ୱିତୀୟ ପ୍ରଦର୍ଶନ ବଳରେ ଦର୍ଶକଙ୍କ ବେଶ୍ ପ୍ରିୟପାତ୍ର ହୋଇପାରିଥିଲେ । ୧୯୬୦-୭୦ ଦଶକରେ…

ନିର୍ଭୀକ ଯୋଦ୍ଧା: ବିଜୁବାବୁଙ୍କ ପାଇଲଟ ଜୀବନର ଦୁଇ ସାହସିକ ଅଭିଯାନ

ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ଜଣେ…

ସୁର ସାମ୍ରାଜ୍ଞୀଙ୍କ ‘ନା’ ଓ ନାୟାରଙ୍କ ଜିଦ୍

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ଚାହୁଁ ଚାହୁଁ ଲତାଙ୍କ ଅବର୍ତ୍ତମାନରେ ବିତିଗଲା ବର୍ଷଟିଏ । ନିଜର ସୁଲଳିତ ସ୍ୱର ଓ ଚିର ସବୁଜ ଗୀତ ମାଧ୍ୟମରେ ସଂଗୀତପ୍ରେମୀଙ୍କ ହୃଦୟରେ ରହିଛନ୍ତି ଲତା । ଆଜିପ୍ରଥମ ପୁଣ୍ୟ ତିଥିରେ ସୁର କୋକିଳାଙ୍କ ଘଟଣା ବହୁଳ ସଂଗୀତମୟ…