ସାବଧାନ,ସମସ୍ତଙ୍କ ଉପରେ ନବୀନଙ୍କ ନଜର

ସାବଧାନ... ସୁଧୁରିଯାଅ... ନଚେତ୍ କଠୋର କାର୍ଯ୍ୟାନୁଷ୍ଠାନରୁ କେହି ବର୍ତ୍ତିବେନି। ସରକାରୀ ଚାକିରିରେ ଥିଲେ ନିଲମ୍ବିତ କିମ୍ବା ବହିଷ୍କୃତ ହେବେ। ଦଳରେ ଥିଲେ ବିଦା କରିଦିଆଯିବ। କାରଣ ରାଜ୍ୟବାସୀଙ୍କ ସ୍ବାର୍ଥ, ଓଡ଼ିଶାର ହିତ ସର୍ବୋପରେ ଓ ସର୍ବପ୍ରଥମ। ସରକାରଙ୍କ ଆଉ ବିଜେଡି ଦଳର ମଧ୍ୟ।…

ସ୍ମାର୍ଟ ପୀଢି ପାଇଁ ସ୍ମାର୍ଟ ଶିକ୍ଷା : ହିଞ୍ଜିଳି ପ୍ରୟୋଗଶାଳାରୁ ଶିକ୍ଷା ସାଧନର ‘ନବୀନିକରଣ’

ଆଉ ରହିବନି କାନ୍ଥରେ କଳାପଟା। ତାର ସ୍ଥାନ ନେବ ଧଳା ବୋର୍ଡ ଯେଉଁଥିରେ ଅଡିଓ - ଭିଜୁଆଲ ମାଧ୍ୟମରେ ପାଠପଢ଼ା ସହ ଆବଶ୍ୟକ ସ୍ଥଳେ ସ୍ବତନ୍ତ୍ର କଲମରେ ଲେଖିହେବ। ପୁରୁଣାକାଳିଆ ଟିଣ ଛପର ଘର ବଦଳରେ ପିଲାଏ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଶ୍ରେଣୀକକ୍ଷରେ ବସି ଆରାମଦାୟକ ଭାବେ ପଢ଼ିବେ। ପିଲାଙ୍କୁ…

ବ୍ରହ୍ମପୁରବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି… ୧୨.୫୨ କୋଟି ଟଙ୍କାର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ

By- Bishnupriya Padhi ରାଜ୍ୟରେ କରୋନାର ସର୍ବାଧିକ ଭୟାବହତାରେ ୨୦୨୦ ବର୍ଷ କାଟିଥିବା ଗଞ୍ଜାମ ଜିଲ୍ଲା ବିଶେଷ କରି ବ୍ରହ୍ମପୁର ବାସିନ୍ଦାଙ୍କୁ ନବ ବର୍ଷରେ ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଣା ବର୍ଷର କଷ୍ଟକୁ ଭୁଲାଇ ୨୦୨୧ରେ ନୂଆ ଆରମ୍ଭ କରିବା ପାଇଁ…