ତପ୍ତପାଣି ଘାଟି ଓ ମାର୍ଲବା ଘାଟିରେ ପୃଥକ୍ ବସ୍ ଦୁର୍ଘଟଣା: ୫୦ରୁ ଅଧିକ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଓ ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ରବିବାର ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ‌ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନେ ସମସ୍ତେ ବର ଯାତ୍ରୀ ଓ କନ୍ୟା ଯାତ୍ରୀ ବୋଲି ଜଣାଯାଇଛି। ରବିବାର ଅପରାହ୍ନରେ ଉଭୟ ଦୁର୍ଘଟଣା ଘଟିଛି।…