ହର ଘର ତ୍ରିରଙ୍ଗା: ୧୦ ଦିନରେ କୋଟିଏରୁ ଅଧିକ ତ୍ରିରଙ୍ଗା ବିକ୍ରି କଲାଣି ଡ଼ାକ ବିଭାଗ
ନୂଆଦିଲ୍ଲୀ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସରକାର 'ଆଜାଦୀ କା ଅମୃତ ମହୋତ୍ସବ' ଭାବେ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଅପିଲ କରିଛନ୍ତି । ଏଥିପାଇଁ 'ହର ଘର ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ…