ଭାରତର ଉଦବେଗ ସତ୍ତ୍ୱେ ଚୀନର ‘ଗୁଇନ୍ଦା’ ଜାହାଜକୁ ଅନୁମତି ଦେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚାଇନାର 'ଗୁଇନ୍ଦା' ଜାହାଜ କୁହାଯାଉଥିବା ୟୁଆନ୍ ୱାଙ୍ଗ-୫ ମଙ୍ଗଳବାର ଶ୍ରୀଲଙ୍କାର ହାମ୍ବାନତୋଟା ବନ୍ଦରରେ ପହଞ୍ଚିଛି। ବିଶେଷ କଥା ହେଉଛି ଭାରତ ଏବଂ ଆମେରିକା ଏ ବିଷୟରେ ଚିନ୍ତା ପ୍ରକଟ କରିସାରିଛନ୍ତି। ସୂଚନା ମୁତାବକ, ସାଟେଲାଇଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ କ୍ଷେପଣାସ୍ତ୍ର…