ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ କେକେଙ୍କୁ ଦିଆଗଲା ତୋପ ସଲାମୀ

କୋଲକାତା: ଦିବଂଗତ ବଲିଉଡ୍ ଗାୟକ କେକେଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ତୋପ ସଲାମୀ ଦିଆଯାଇଛି। ଏସ୍ଏସକେଏମ୍ ହସ୍ପିଟାଲରେ ଶବ ବ୍ୟବଚ୍ଛଦ ପରେ ତାଙ୍କ ମରଶରୀର ରବୀନ୍ଦ୍ର ସଦନକୁ ଅଣାଯାଇଥିଲା । ଏଠାରେ କେକେଙ୍କୁ ତୋପ ସଲାମୀ ସହ ପଶ୍ଚିମବଙ୍ଗ ସରକାର ଏହି ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି…