ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ରାଉରକେଲାରେ ଗଣଦୌଡ଼ ପ୍ରତିଯୋଗିତା ‘ରାଉରକେଲା ରନସ’ ଆୟୋଜିତ

-ଭାଗ ନେଲେ ୧୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ -ରାଜ୍ୟ ବାହାରର ପ୍ରତିଯୋଗୀ ମଧ୍ୟ ସାମିଲ ରାଉରକେଲା: ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ଉପଲକ୍ଷେ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ପକ୍ଷରୁ ଆଜି ଏକ…

ବିନିକାରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ

ସୁବର୍ଣ୍ଣପୁର : ବିନିକା ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଗତ ତିନିଦିନ ହେବ ସମଗ୍ର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲଗି ରହିଛି l ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ହୋଇସାରିଲାଣି । ହୀରାକୁଦ ଜଳଭଣ୍ଡାରରୁ ଏବେ ୩୪ଟି ଗେଟର ବନ୍ୟା ପାଣି ନିଷ୍କାସନ ହେଉଥିବାରୁ ଏବେ…