ଆଉ ନାହାଁନ୍ତି ଲୋକପ୍ରିୟ ଗାୟକ କେକେ, କୋଲକାତାରେ ଲାଇଭ୍ ଶୋ ପରେ ପରଲୋକ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟକ କୃଷ୍ଣକୁମାର କୁନ୍ନାଥ ଆଉ ନାହାଁନ୍ତି ।ସୋମବାର ବିଳମ୍ବିତ ରାତିରେ କୋଲକାତାରେ ଏକ ଲାଇଭ୍ ଶୋ ପରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା | ସେ କେକେ ଭାବେ ପରିଚିତ ଥିଲେ । କେକେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା…

ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି

କଟକ- ଏହିମାସ ୧୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେଉଛି । ମୋଟ ୫ ହଜାର ଟିକେଟ୍ ବିକ୍ରି କରାଯିବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ। ୨,୪,୭ ନମ୍ବର ଗ୍ୟାଲେରୀ ସହ ସ୍ପେଶାଲ ଏନକ୍ଲୋଜର…

ଆଜିଠାରୁ ହାଇ ସିକ୍ୟୁରିଟି ପ୍ଲେଟ ପାଇଁ ଆବେଦନ

କଟକ - ଏଣିକି ମନଇଛା ଗାଡ଼ିରେ କେହି ଲଗାଇ ପାରିବେ ନାହିଁ ବିଭିନ୍ନ ଡିଜାଇନ୍‌ର ନମ୍ବର୍ ପ୍ଲେଟ । ଆଜିଠାରୁ ପରିବହନ ବିଭାଗ ପକ୍ଷରୁ ଲାଗୁ ହେଉଥିବା ନୂଆ ନିୟମ ଅନୁସାରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍…

ମହାଭାରତର କର୍ଣ୍ଣଙ୍କ ଦ୍ଵାରା ପ୍ରତିଷ୍ଠିତ ଐତିହାସିକ ଗ୍ରାମ “କର୍ଣ୍ଣଗଡ଼ ” 

କର୍ଣ୍ଣଗଡ଼ : ମେଦିନୀପୁର ସହର ଉତ୍ତର ପୂର୍ବ ଦିଗରେ ପ୍ରାୟ ବାର କିଲୋମିଟର ଦୂରରେ ଅବସ୍ଥିତ ଏକ କ୍ଷୁଦ୍ର ଅଥଚ ଐତିହାସିକ ଗ୍ରାମ ହେଉଛି "କର୍ଣ୍ଣଗଡ଼ " । ଲୋକବିଶ୍ୱାସରେ ଯଦିଓ ମହାଭାରତର କର୍ଣ୍ଣ ଏହାର ପ୍ରତିଷ୍ଠାତା କିନ୍ତୁ ଇତିହାସବିଦ ମାନଙ୍କ ମତରେ ଏହା ପ୍ରାୟ ଛଶହ ବର୍ଷ ପୁରୁଣା ।…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ସହିତ ସହାୟ ସଭୀତ ଅତି ମାନି ହାରି ମନ ମୈନ। ଗହୋସି ଜାଇ ମୁନି ଚରନ ତବ କହି ସୁଠି ଆରତ ବୈନ ॥ ଭାବାର୍ଥ :- ଭୟାକ୍ରାନ୍ତ କାମଦେବ ନିଜର ସମସ୍ତ ସହାୟକ ମାନଙ୍କ ସହିତ ଭୟଭୀତ ହୋଇ ମନରେ ପରାଜୟକୁ ସ୍ବୀକାର କରି ବହୁତ ବିନୟଭାବରେ କାକୁତି ମିନତି ହୋଇ ଯାଇ ନାରଦ…

ଗୀତା ମାହାତ୍ମ୍ୟ: ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେଦ । ଅତ୍ମୀବ ଆତ୍ମଇବ ହ୍ୟାତ୍ମନୋ ବନ୍ଧୁରାତ୍ମଇବ…

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେଦ । ଅତ୍ମୀବ ଆତ୍ମଇବ ହ୍ୟାତ୍ମନୋ ବନ୍ଧୁରାତ୍ମଇବ ରିପୁରାତ୍ମନଃ।। ହେ ଅର୍ଜ୍ଜୁନ !…