ଚାରିଧାମ ଯାତ୍ରାରେ ଥମୁନି ଭକ୍ତଙ୍କ ମୃତ୍ୟୁ, ପ୍ରାଣ ହରାଇଲେଣି ୧୦୦ରୁ ଅଧିକ ତୀର୍ଥଯାତ୍ରୀ

ନୂଆଦିଲ୍ଲୀ: ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ହେଲାଣି । ଏଥି ମଧ୍ୟରେ କେଦାରନାଥରେ ସର୍ବାଧିକ ୫୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି | ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଥିବା ଜାଗା, ଅମ୍ଳଜାନ ଅଭାବ ଏବଂ ଅସହ୍ୟ ଥଣ୍ଡା ସହ ହୃଦଘାତ…