ବିହାର ସଙ୍କଟ: ଜେଡିୟୁ ବିଧାୟକ, ସାଂସଦଙ୍କ ବୈଠକ ଡାକିଲେ ନିତୀଶ କୁମାର, ନେଇପାରନ୍ତି ବଡ଼ ନିଷ୍ପତ୍ତି

ପାଟଣା: ବିହାରରେ ରାଜନୈତିକ ହଟଚମଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ତାଙ୍କ ଦଳର ବିଧାୟକ ଏବଂ ସାଂସଦମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ବିଜେପି ସହ ଜେଡିୟୁ ବିବାଦ ମଧ୍ୟରେ ଏହି ବୈଠକରେ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି। ଏହା…